ଦିନିକିଆ ଆକ୍ରାନ୍ତରେ ଗଞ୍ଜାମକୁ ଟପିଲା ଖୋର୍ଦ୍ଧା: କରୋନାରେ ଆଜି ସବୁ କ୍ଷେତ୍ରରେ ନୂଆ ରେକର୍ଡ

ନମୁନା: ୧୬,୦୫୫ , ଆକ୍ରାନ୍ତ: ୧,୮୩୩, କୋଭିଡ୍‌ ମୃତ୍ୟୁ: ୧୨, ସୁସ୍ଥ: ୧,୮୧୦ ଭୁବନେଶ୍ବର : ରାଜ୍ୟରେ କରୋନା ଆଜି ସବୁ କ୍ଷେତ୍ରରେ ନୂଆ ରେକର୍ଡ କରିଛି। ଦିନିକିଆ ନମୁନା ପରୀକ୍ଷା, ଆକ୍ରାନ୍ତ, ମୃତ୍ୟୁ ଓ ସୁସ୍ଥ ସଂଖ୍ୟାକୁ ପୂର୍ବାପେକ୍ଷା ପଛରେ ପକାଇ ଦେଇଛି। ଗତ ୨୪ ଘଣ୍ଟାରେ ୧୬୦୫୫ କୋଭିଡ୍‌ ନମୁନା ପରୀକ୍ଷା ହୋଇଥିବା ବ‌େଳେ ୧୮୩୩ଜଣ ପଜିଟିଭ୍‌ ଚିହ୍ନଟ ‌ହୋଇଛନ୍ତି ଏବଂ ୧୨ଜଣଙ୍କର ମୃତ୍ୟୁ ଘଟିଛି। ଏହାସହିତ … Continue reading ଦିନିକିଆ ଆକ୍ରାନ୍ତରେ ଗଞ୍ଜାମକୁ ଟପିଲା ଖୋର୍ଦ୍ଧା: କରୋନାରେ ଆଜି ସବୁ କ୍ଷେତ୍ରରେ ନୂଆ ରେକର୍ଡ